ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକାମ୍ର ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି। ଓଡ଼ିଆ ଭାଷାର ମହତ୍ୱ ସାରା ବିଶ୍ୱ ବୁଝିବାର ସୁଯୋଗ ସୃଷ୍ଟି ହୋଇଛି। ପୂରା ଭୁବନେଶ୍ୱର ଓଡ଼ିଆ ଓଡ଼ିଆ ବାସ୍ନା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ଏକ ଉଦ୍ୟମ ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବର ବିଷୟ। ତା’ ସହିତ ଏହି ସଙ୍ଗୀତର ମୂର୍ଚ୍ଛନା, ଆମ ବ୍ୟଞ୍ଜନ, ଭୁଫେଷ୍ଟୋ ଏକ ନିଆରା ଅନୁଭୂତି ଦେଇଛି। ଆମ … Continue reading ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକାମ୍ର ଉତ୍ସବ ଉଦ୍‌ଘାଟିତ